Nabina Bayasi Baala song lyrics

Singer: Mantu Chhuria

••••••••••[ ODIA ]••••••••••

ନବିନ ବୟସି ବାଳା ଗୋ
ତମ ଚନ୍ଦ୍ର ବଦନ ଟା ଧନ୍ୟ
ହସିଦେଲେ ତମେ ଲାଗୁଛ
ସତେ ଗୁଣ୍ଡି ମିଶା ଖିଲିପାନ

ଆମେ ପରା ତମ ସାହି ଟୋକା.. ଟୋକା
ଆମ ଆଡ଼େ ଟିକେ ଦୃଷ୍ଟି ପକା.. ପକା
ତମ ପାଇଁ ଆମେ ଡେଲି ଦଉଡୁଛୁ
ଶିବ ମନ୍ଦିର

ଏକେ ଦୁଇ ତିନି ଚାରି ପାଞ୍ଚେ ପନ୍ଦର
ବିଦ୍ୟାରାଣ୍ ଧନ ତମେ ଭାରି ସୁନ୍ଦର
ଏକେ ଦୁଇ ତିନି ଚାରି ପାଞ୍ଚେ ପନ୍ଦର
ବିଦ୍ୟାରାଣ୍ ଧନ ତମେ ଭାରି ସୁନ୍ଦର
ଧନ ତମେ ଭାରି ସୁନ୍ଦର

☺️••• instrumental •••☺️

ତମରି ପାଇଁ ନିଦରେ ମୁଁ ଓଲଟା ଚାଲେ
ପଗଲା ହେଇ ପାଥେଟିକ୍ ଗୀତ ମୁଁ ବୋଲେ
ତମରି ପାଇଁ ନିଦରେ ମୁଁ ଓଲଟା ଚାଲେ
ପଗଲା ହେଇ ପାଥେଟିକ୍ ଗୀତ ମୁଁ ବୋଲେ

ନା ମଇନା କେବେ କହ ପଡ଼ିବ ଯାଲେ
ଏକଥା ଭାବି ରାତି ଦିନ ବୋତଲ ଖୋଲେ

ଆମେ ପରା ତମ ପ୍ରେମୀ ଭୋଳ… ଭୋଳ
ଆମ ସାଙ୍ଗେ କର ଚକ୍ଷୁ ଖେଳ… ଖେଳ
ତମ ବିନା ଆମ ଫିଉଚର ପରା
ଦିଶେ ଅନ୍ଧାର

ଏକେ ଦୁଇ ତିନି ଚାରି ପାଞ୍ଚେ ପନ୍ଦର
ବିଦ୍ୟାରାଣ୍ ଧନ ତମେ ଭାରି ସୁନ୍ଦର
ଏକେ ଦୁଇ ତିନି ଚାରି ପାଞ୍ଚେ ପନ୍ଦର
ବିଦ୍ୟାରାଣ୍ ଧନ ତମେ ଭାରି ସୁନ୍ଦର
ଧନ ତମେ ଭାରି ସୁନ୍ଦର

☺️••• Instrumental ••• ☺️

ତମରି ପାଇଁ ଆଗୋ ମୋର ପ୍ରେମିକା ରାଣୀ
ରାତି ଦିନ ମୁଁ ଲେଖେ ବସି ପ୍ରେମ କାହାଣୀ
ତମରି ପାଇଁ ଆଗୋ ମୋର ପ୍ରେମିକା ରାଣୀ
ରାତି ଦିନ ମୁଁ ଲେଖେ ବସି ପ୍ରେମ କାହାଣୀ

ବିଶ୍ବାସ କର ତୁମ ଆଖି ଦୁଷ୍ଟ ଚାହାଣି
ଚୁମ୍ବକ ପରି ତମ ଆଡ଼େ ନୋଉଚି ଟାଣି

ଧୋକବାଜ୍ ନୁହେଁ ମୋର ମନ… ମନ
ଦିଅ ଟିକେ ହୃଦୟରେ ସ୍ଥାନ… ସ୍ଥାନ
ପ୍ରେମ ନିବେଦନ ଘେନ ଆଗୋ ଧନ
ସୁଦୟା କର

ଏକେ ଦୁଇ ତିନି ଚାରି ପାଞ୍ଚେ ପନ୍ଦର
ବିଦ୍ୟାରାଣ୍ ଧନ ତମେ ଭାରି ସୁନ୍ଦର
ଏକେ ଦୁଇ ତିନି ଚାରି ପାଞ୍ଚେ ପନ୍ଦର
ବିଦ୍ୟାରାଣ୍ ଧନ ତମେ ଭାରି ସୁନ୍ଦର
ଧନ ତମେ ଭାରି ସୁନ୍ଦର

By: Strange Burg
Contact: E-Mail

••••••••••[ ENGLISH ]••••••••••

Nabina bayasi baala go
Tama chandra badana ta dhanya
Hasidele tame laguchha
Sate gundi misa khili pana

Ame para tama sahi toka… toka
Ama ade tike drusti paka… paka
Tama pain ame daily dauduchu
Siba mandira

Eke dui tini chari panche pandara
Bidyaran dhana tame bhari sundara
Eke dui tini chari panche pandara
Bidyaran dhana tame bhari sundara
Dhana tame bhari sundara

☺️••• instrumental •••☺️

Tamari pain nidare mun olata chale
Pagala hei pathetic gita mun bole
Tamari pain nidare mun olata chale
Pagala hei pathetic gita mun bole

Na maina kebe kaha padiba jaale
Ekatha bhabi rati dina botala khole

Ame para tama premi bhola
Bhola
Ama saange kara chakhyu khela
Khela
Tama bina ama future para dise andhara

Eke dui tini chari panche pandara
Bidyaran dhana tame bhari sundara
Eke dui tini chari panche pandara
Bidyaran dhana tame bhari sundara
Dhana tame bhari sundara

☺️••• Instrumental ••• ☺️

Tamari pain aago mora premika rani
Rati dina mun lekhe basi prema kahani
Tamari pain aago mora premika rani
Rati dina mun lekhe basi prema kahani

Biswasa kara tuma akhi dusta chahani
Chumbaka pari tama ade nouchi tani

Dhokabaz nuhe mora mana…mana
Dia tike hrudayare sthana…sthana

Prema nibedana ghena aago dhana
Sudayaa kara

Eke dui tini chari panche pandara
Bidyaran dhana tame bhari sundara
Eke dui tini chari panche pandara
Bidyaran dhana tame bhari sundara
Dhana tame bhari sundara

By: Strange Burg
Contact: E-mail

Leave a Comment